Loading home…

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ "ଗୁହାରି ୨୦୨୫" ଓଡିଶୀ ଗବେଷଣା କେନ୍ଦ୍ର ପରିସରସ୍ଥିତ ପ୍ରେକ୍ଷାଳୟ ଉତ୍କଳ ରଙ୍ଗମଞ୍ଚରେ ୦୧, ୦୨ ଓ ୦୩ ଜୁଲାଇ ୨୦୨୫ ପ୍ରତ୍ୟହ ସନ୍ଧ୍ୟା ୬.୩୦ ମିନିଟ ସମୟରେ ତିନି ଦିନ ଧରି ଆୟୋଜିତ ହେବାକୁ ଯାଉଅଛି I